BJD Foundation Day: Naveen Patnaik Says BJD Will Rule for Another 100 Years in Odisha! | THE Quiver

ବିଜେଡିର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷଣକୁ ନେଇ ଏବେ ବେଶ୍ ଚର୍ଚ୍ଚା । ନବୀନଙ୍କ ପାଟିରୁ ଏଭଳି ବକ୍ତବ୍ୟ କେବେ ଶୁଣାଯାଇନଥିଲା ଯେ, ବିଜେଡି ଆହୁରି ୧୦୦ ବର୍ଷ ଶାସନ କରିବ । 
Back to Top