ବଡ଼ ଦେଉଳକୁ ଅଫିସର: ରତ୍ନବେଦୀକୁ ବିପଦ ମୂଷା | Shree Jagannath Temple in Pur

ଶ୍ରୀଅଙ୍ଗରେ ବୁଲୁଛନ୍ତି ମୂଷା । ପାଟବସ୍ତ୍ରକୁ ବି କାଟି ଦେଉଛନ୍ତି, ଶ୍ରୀବିଗ୍ରହଙ୍କ ଶୃଙ୍ଗାରକୁ ବି ଛାଡ଼ୁ ନାହାନ୍ତି । ଗର୍ଭଗୃହରେ ମୂଷାଙ୍କ ଉତପାତ ଆଗରେ ହାତ ଟେକି ଦେଇଛି ପ୍ରଶାସନ । ଅଫିସରଙ୍କ ଜନ୍ĝ
Back to Top